Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଆସନ୍ତା 5 ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ଅନୁଷ୍ଠିତ ହେବ l
Puri M, Puri | Sep 1, 2025
ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ତା ୦୫/୦୯/୨୦୨୫ ରିଖ ଶୁକ୍ରବାର ଦିନ ବଳିବାମନ ବେଶ ଅନୁଷ୍ଠିତ ହେବ । ଏହି ବେଶର ସାନିଧ୍ୟ ଲାଭ କରନ୍ତୁ । ଏହି ବେଶ ଦ୍ବିପହର ଧୂପ ପରେ ଆରମ୍ଭ ହୋଇଥାଏ ଏବଂ ଏହି ବେଶ ଥାଇ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହୁଏ । ତା'ପରେ ସନ୍ଧ୍ୟା ଧୂପ ପରେ ବେଶ ଓଲାଗି କରାଯାଇଥାଏ ।
Share
Read More News
T & C
Privacy Policy
Contact Us
Your browser does not support JavaScript!