Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ସଦର ଗାଦିଆଗୁଡ଼ା ଗ୍ରାମ ପଞ୍ଚାୟତ କକ୍ଷରେ ଏକତା ଅନୁଷ୍ଠାନ ଦ୍ଵାରା ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ।

Koraput Town, Koraput | Oct 7, 2025
କୋରାପୁଟ ସଦର ଗାଦିଆଗୁଡା ଗ୍ରାମ ପଞ୍ଚାୟତ ଅଫିସରେ ଏକତା ଅନୁଷ୍ଠାନ ର ସମପିତା ପ୍ରକଳ୍ପ ମାଧମରେ ନଅ ଖଣ୍ଡ ଗ୍ରାମ ଉନୟନ କମିଟି ଏବଂ ଯତ୍ନକାରି ଦଳ ମାନ ଙ୍କୁ ନେଇ ଏକ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ।ଏଇ ତାଲିମ ର ମୂଖ୍ୟ ଉଦ୍ଦେଶ୍ୟ ସୁଶାସନ ବ୍ୟବସ୍ଥା ଏବଂ ଭଲ ଲିଡର ଉପରେ ଏଇ ତାଲିମ ଟି ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଂଯୋଜିତ ଦିପ୍ତିମୟୀ ଜେନା ବ୍ଲକ୍ ସଂଯୋଜକ ଅଶୋକ କୁମାର ମିଶ୍ର ଏବଂ ପଞ୍ଚାୟତ ସ୍ତର ରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତା ରତ୍ନାକର ରାଉତ ସରସ୍ଵତି ମହାରଣା ଏବଂ ତାଳପତ୍ର ତାଲିମ ଦାତା ଅନନ୍ତ ସାନ୍ତା ଉପଷ୍ଟିତ ଥିଲେ।
Read More News
T & CPrivacy PolicyContact Us