Download Now Banner

This browser does not support the video element.

ବରଗଡ: ବରଗଡ଼ ବିଧାନସଭା ଯୁବ କଂଗ୍ରେସ ସଭାପତି ଭାବେ ମନୋନୀତ ହେଲେ ପ୍ରିୟରଞ୍ଜନ ଦାସ

Bargarh, Bargarh (Baragarh) | Sep 3, 2025
ବରଗଡ଼ ବିଧାନସଭା ଯୁବ କଂଗ୍ରେସ ସଭାପତି ଭାବେ ମନୋନୀତ ହେଲେ ପ୍ରିୟରଞ୍ଜନ ଦାସ | ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବୁଧବାର ଅପରାହ୍ନ 4 ଘଣ୍ଟା ସମୟରେ ବରଗଡ଼ର ଯୁବ କଂଗ୍ରେସର ସଦସ୍ୟ ପ୍ରିୟରଞ୍ଜନ ଦାସଙ୍କୁ ନୂତନ ଭାବେ ବରଗଡ଼ ବିଧାନସଭା ଯୁବ କଂଗ୍ରେସ ସଭାପତି ଭାବେ ମନୋନୀତ କରାଯାଇଛି | ତେବେ ଏନେଇ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସଭାପତି ହର୍ଦିପ ସିଂ, ଯୁବନେତା ନିପନ ଦାସଙ୍କ ସହ ସମସ୍ତ ସଦସ୍ୟ ସଦସ୍ୟା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଆଗାମୀ ଦିନରେ ଯୁବ କଂଗ୍ରେସକୁ ଆହୁରି ସୁଦୃଢ କରାଯିବ ବୋଲି ଜଣାଇଛନ୍ତି ।
Read More News
T & CPrivacy PolicyContact Us