This browser does not support the video element.
ଝାରପୋଖରିଆ: ସାରସକଣା-ଉପରବେଡା ରାସ୍ତାରେ ଅଜଣା ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର
Jharpokharia, Mayurbhanj | Oct 16, 2024
ଅଜଣା ବାଇକ ଢୋକା ରେ ସାଇକେଲ ଆରୋହି ଗୁରୁତର ଆଜି 4 ଟା ସମୟରେ ସାରସକଣା ଉପରବେଡା ରାସ୍ତାରେ ମାରାଙ୍ଗ ତାଣ୍ଡି ଗ୍ରାମର ସୁରେଇ ସିଂ ସାରସକଣା ପାନ ଆଧାର ସଯୋଗ କରିବା ପାଇଁ ଆସିଥିଲେ । ଆଧାର ଆବେଦନ କଲାପରେ ନିଜ ଗାଁ କୁ ଫେରୁଥିବା ବେଳେ ଗୋଟିଏ ଦୁଇ ଜଣ ବାଇକରେ ଦୃତ ଗତିରେ ଆସି ସାଇକେଲ କୁ ଧକ୍କା ଦେଇଥିଲା । ତେବେ ଅଳ୍ପ କେ ବର୍ତ୍ତୀ ଯାଇଥିଲେ ସୁରେଇ । ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଦେଖି ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ଘଟଣା ସ୍ଥଳରେ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି ଗୁରୁତର ସୁରେଇକୁ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇ ଦେଇଛନ୍ତି ।