This browser does not support the video element.
ବଲାଙ୍ଗୀର: ସିନଖମନ୍ ନିକଟରେ ବାଇକ୍ ଧକ୍କା, ବାଇକ୍ ଚାଳକ ଆହତ ମେଡ଼ିକାଲରେ ଭର୍ତ୍ତି
Balangir, Balangir | Aug 21, 2025
ବଲାଙ୍ଗିର: ଜିଲ୍ଲାର ଟିଟଲାଗଡ ରୋଡ ସୀନ ଖମନ୍ ନିକଟ ରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଘଟଣା ଜଣା ପଡିଛି । ଏହି ଘଟଣାରେ ବାଇକ୍ ଚାଲକ ବାଇକ୍ ର ଭାରସମ୍ୟ ହରେଇ ଦୁର୍ଘଟଣା ଗ୍ରସ୍ତ ଘଟିଥିବା ଜଣାପଡ଼ିଛି । ଚାଲକ ଜଣକ ଗାଇ ବହାଳ ଅଞ୍ଚଳ ର ସୀମିତ ନାଗ ବୋଲି ସୂଚନା ମିଳିଚି। ତୀବ୍ର ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟି ଥିବା କୁହା ଯାଉଛି ପରେ ସ୍ଥାନୀୟ ଲୋକେ ବାଇକ୍ ଚାଳକଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ରାତି ୯ଟା ସମୟ ରେ ଭର୍ତ୍ତି କରାଇଛନ୍ତି । ଘଟଣା ସଂପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।