Download Now Banner

This browser does not support the video element.

ଛତ୍ରପୁର: ଚମାଖଣ୍ଡି ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୬ ବାଇକ୍ କ୍ଷତିଗ୍ରସ୍ତ

Chhatrapur, Ganjam | Sep 9, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମାଖଣ୍ଡି ଜାତୀୟ ରାଜପଥ ଛକରେ ଗତ ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଭୁବନେଶ୍ବର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ହଠାତ୍ ଚମାଖଣ୍ଡି ଛକରେ ବ୍ରେକ୍ ଦେବାରୁ ରାସ୍ତା ପାର ହେଉଥିବା ୬ ଜଣ ବାଇକ୍ ଚାଳକ ବାଇକ୍ ଛାଡି ଚାଲି ନିଜକୁ ବଞ୍ଚାଇବାକୁ ଉଦ୍ଯମ କରିଥିଲେ ।ଫଳରେ ୬ ଟି ବାଇକ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ଆହତ ହୋଇ ନଥିବା ଜଣାପଡ଼ିଛି।
Read More News
T & CPrivacy PolicyContact Us