This browser does not support the video element.
ଆନନ୍ଦପୁର: ଆମ୍ବଗାଡ଼ିଆ ଛକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
Anandapur, Kendujhar | Sep 8, 2025
ଆମ୍ବଗାଡ଼ିଆ ଛକରେ ଆଜି ସକାଳେ ଘଟିଥିବା ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାରେ ଗୁରୁତର ହୋଇଥିବା ବାଇକ୍ ଆରୋହିଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଅରୋହି ଜଣକ ଶୈଳଙ୍ଗର ସୁରଜ ବିଶ୍ୱାଳ। ଏହାକୁ ନେଇ ଉତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିକରି ଦିନ ଦୁଇଟା ଠାରୁ ଘଟଣାସ୍ଥଳରେ ରାସ୍ତା ଅବରୋଧ କରିଛନ୍ତି। ଆନନ୍ଦପୁର ପୁଲିସ ପହଞ୍ଚି ବୁଝା ସୁଝା କରୁଥିବା ଜଣା ଯାଇଛି।