Download Now Banner

This browser does not support the video element.

ତେଲକୋଇ: ରାଣୀବେଡ଼ା ଗାଁ ଜଙ୍ଗଲ ରେ ୩୧ ଟିକିଆ ହାତୀ ପଲ ଥିବାର ସୂଚନା ଦେଲା ତେଲକୋଇ ବନ ବିଭାଗ

Telkoi, Kendujhar | Aug 26, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ରାଣୀବେଡ଼ା ଗାଁରେ ୩୧ ଟିକିଆ ହାତୀ ପଲ ଥିବା ନେଇ ବନବିଭାଗର ସୂଚନା,ଅଞ୍ଚଳରେ ଭୟର ବାତାବରଣ ସତର୍କ ରହିବାକୁ ବନବିଭାଗର ସୂଚନା l ହାତୀକୁ କଡ଼ା ନଜର ରଖିଛି ବନ ବିଭାଗ ଆଜି ରାତ୍ରୀ ଆଠଟା ସମୟର ସୂଚନା ।
Read More News
T & CPrivacy PolicyContact Us