Download Now Banner

This browser does not support the video element.

ଝାରପୋଖରିଆ: ଝାରପୋଖରିଆ ବଜାରରେ ଟ୍ରକ ମାଡିଯିବା ଘଟଣା; ପଞ୍ଚାୟତ ଅଫିସରେ ପୀଡ଼ିତ ମାନଙ୍କୁ ରେଡକ୍ରସ ସହାୟତା ପ୍ରଦାନ

Jharpokharia, Mayurbhanj | Oct 2, 2025
ଗୁରୁବାର ଦିନ ପ୍ରାୟ ୧୧ଟାରେ ଝାରପୋଖରିଆ ଗ୍ରାମ ପଞ୍ଚାୟତ ଠାରେ ସାରସକଣା ବିଧାୟକ ଭାଦବ ହାଁସଦାଙ୍କ ଉପସ୍ଥିତିରେ ସ୍ଥାନୀୟ ବଜାରରେ ହୋଇଥିବା ସଡ଼କ ଦୁର୍ଘଟଣା ପୀଡ଼ିତ ମାନଙ୍କୁ ରେଡକ୍ରସ ତରଫରୁ ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ଭୂମିହୀନ ମାନଙ୍କୁ ୪ ଡେସିମିଲ ଘର ଡିହ ଯୋଗାଇ ଦେବାପାଇଁ ସାରସକଣା ତାସିଲଦାରକୁ ନିର୍ଦେଶ ଦେଇଥିବା ନେଇ ଜଣାପଡିଛି।
Read More News
T & CPrivacy PolicyContact Us