Download Now Banner

This browser does not support the video element.

ପାଲଲହଡା: ନଗିରା ଗର୍ଜନଖୋଲ ଜଳପ୍ରପାତରେ ଯୁବକ ନିଖୋଜ ଘଟଣା ଖୋଜାଖୋଜି ଜାରି

Palalahada, Angul | Aug 30, 2025
ଅନୁଗୁଳ ସୀମାନ୍ତ ପାଲଲହଡା ବ୍ଲକ ନଗିରା ଗର୍ଜନଖୋଲ ଜଳପ୍ରପାତରେ ତିନିସାଙ୍ଗ ଗଧଉଥିବା ବେଳେ ହଠାତ ସିପୁନ ବେହେରା ନାମକ ଯୁବକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଶନିବାର ସକାଳ ୧୦ଟାରୁ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଜନସାଧାରଣ ଖୋଜାଖୋଜି କରୁଥିଲେ ମଧ୍ୟ ଯୁବକଙ୍କ କୌଣସି ପତା ମିଳିପାରିନାହିଁ ।
Read More News
T & CPrivacy PolicyContact Us