This browser does not support the video element.
ମାଲକାନଗିରି: ମାଲକାନଗିରି ସୀମାନ୍ତ ସାତେଧାରରୁ ମାଲେବାହିକୁ ସଂଯୋଗ ରାସ୍ତା କଡରେ ମାଓବାଦୀ ଆଇଡ ବୋମା ବିସ୍ଫୋରଣରେ ୨ ଜବାନ ଗୁରୁତର ଆହତ
Malkangiri, Malkangiri | Sep 11, 2025
ବ୍ରେକିଙ୍ଗ... ମାଲକାନଗିରି ସୀମାନ୍ତ ସାତେଧାର ଓ ମାଲେବାହି ରାସ୍ତା କଡରେ ଆଇଡି ବୋମା ବିସ୍ଫୋରଣରେରେ ଦୁଇ ଜବାନ ଗୁରୁତର ଅହତମ। ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଜଣଙ୍କର ବାମ ପାଦ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଉଭୟ ଆହତ ଜବାନଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲ ଦାନ୍ତେୱାଡାକୁ ପଠାଯାଇଛି । ଯେଉଁଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଦାନ୍ତେୱାଡାର ଅତିରିକ୍ତ ପୋଲିସ ଅଧୀକ୍ଷକ ଆର.କେ. ବର୍ମନ ଏହି ଘଟଣା ସଂପର୍କରେ ସୁଚନା ଦେଇଛନ୍ତି।