Download Now Banner

This browser does not support the video element.

ସୋର: ମହିଳାଙ୍କୁ ପୁଲିସ ଅସଦାଚରଣ କରିଥିବା ନେଇ ରୟାଲ ହୋଟେଲରେ ମହିଳାଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ

Soro, Balasore | Oct 8, 2025
ସୋର ପୌରପରିଷଦ ତୁଣ୍ଡପଡ଼ା ଅଞ୍ଚଳର ଅଭିଯୁକ୍ତକୁ ସୋର ପୁଲିସ ସହଯୋଗରେ ବାହାର ଜିଲ୍ଲାରୁ ଆସିଥିବା କେତେକ ପୁଲିସ୍ ବିଳମ୍ବିତ ରାତିରେ ବିନା ୱାରେଣ୍ଟରେ ଜଣେ ଭଦ୍ରବ୍ୟକ୍ତିଙ୍କ ଘରେ ଯୋର ଜବରଦସ୍ତ ପଶି ମହିଳା ଏବଂ ତାଙ୍କର ଝିଅଙ୍କୁ ଅସଦ ଆଚରଣ କରିଥିବା ସଂପର୍କରେ ଆଜି ସୋର ଷ୍ଟେସନଛକସ୍ଥିତ ରୟାଲ ହୋଟେଲ ସଭାଗୃହରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏହି ଗ୍ରାମର ରଜତ କର ନାମକ ଜଣେ ବ୍ୟକ୍ତିିଙ୍କ ସ୍ତ୍ରୀ ବାରିପଦା ପୁଲିସରେ ଅଭିଯୋଗ ମୂଳେ ରଜତଙ୍କୁ ଗିରଫ କରିବା ପାଇଁ ସୋର ପୁଲିସ୍ ସହାୟତାରେ ଗ୍ରାମର ଲକ୍ଷ୍ମୀ କାନ୍ତ ପାଢ଼ୀଙ୍କ ଘରେ ରାତିରେ ଚଢ଼ାଉ କରିଥିଲେ।
Read More News
T & CPrivacy PolicyContact Us