Install App
rajesh223637
This browser does not support the video element.
ଡୁଙ୍ଗୁରିପାଲି: କପାଶିରାରେ ମା' ଅନ୍ଧାରୀପାଟଙ୍କ ଚଇତି ପର୍ବ ଅନୁଷ୍ଠିତ, ଯୋଗଦେଲେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ
Dunguripali, Subarnapur (Sonepur) | Apr 11, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ୧୨.୩୦ ମିନିଟ୍ ରୁ ଅପରାହ୍ନ ୪.୩୦ ମିନିଟ୍ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ କପାଶିରା ଠାରେ ମାଁ ଅନ୍ଧାରୀପାଟ ଙ୍କ ଚଇତି ପର୍ବ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଟିତ ହୋଇଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!