This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ସେକ୍ଟର ୫ ସ୍ଥିତ civics ସେଣ୍ଟର ଠାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪
Raurkela M, Sundargarh | Dec 8, 2024
ରାଉରକେଲା: ଆଜି ରବିବାର ଦିନ ସନ୍ଧ୍ୟା ୭ଘଟିକା ସମୟରେ ସେକ୍ଟର ୫ ସ୍ଥିତ civics ସେଣ୍ଟର ଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ସପ୍ତମ ଦିବସରେ ସମ୍ପର୍କ ର ନାଟକ ଜନ୍ମମାଟି ମଞ୍ଚସ୍ଥ ହୋଇଯାଇଛି। ବିଭୁପ୍ରସାଦ ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇଥିବା ବେଳେ ଆରଏସପି ର ପ୍ରାକ୍ତନ କ