Download Now Banner

This browser does not support the video element.

ଡାବୁଗାଁ: କୋଟାଗାଁକୁ ନୂତନ ବ୍ଲକ ମାନ୍ୟତା ନେଇ ତାରାଗାଁ ପଂଚାୟତ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ

Dabugan, Nabarangpur | Sep 1, 2025
କୋଟାଗାଁକୁ ବ୍ଲକ ମାନ୍ୟତା ନେଇ ଆଜି ତାରାଗାଁ ପଂଚାୟତ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଯେଉଁଥିରେ ଦଶ ଗୋଟି ପଂଚାୟତର ଜନ ସାଧାରଣ ସହ ଲୋକ ପ୍ରତିନିଧି ଯୋଗଦେଇଥିଲେ | କୋଟାଗାଁକୁ ବ୍ଲକ ମାନ୍ୟତା ନେଇ ଦାବି ଉଠାଇଥିଲେ | ଦଶ ଗୋଟି ପଂଚାୟତର ଅଞ୍ଚଳବାସି ବ୍ଲକ, ତହସିଲ ଓ ମେଡିକାଲ ଆଦି ଆସିବାକୁ ଚାଳିଶି କିଲୋମିଟର ଯିବାକୁ ପଡିଥାଏ | ଯାହା ଦ୍ୱାରା ଲୋକେ ହନ୍ତସନ୍ତ ହେଉଛନ୍ତି | ଅଞ୍ଚଳ ଗୁଡିକରେ ସରକାରଙ୍କ ଯୋଜନା ମଧ୍ୟ ପହଂଚି ପାରୁନଥିବା ଲୋକେ ଅଭିଯୋଗ ଆଣିଛନ୍ତି |
Read More News
T & CPrivacy PolicyContact Us