Download Now Banner

This browser does not support the video element.

ହେମଗିରି: କନିକା ସ୍ଥିତ ଏମସିଏଲ ରେଲୱେ ସାଇଡିଂ ନିକଟରୁ ମାନସିକବିକାରଗ୍ରସ୍ତ ମହିଳାଙ୍କ ମୃତଦେହ ଉଦ୍ଧାର

Hemgir, Sundargarh | Feb 22, 2024
ହାୱଡା ମୁମ୍ବାଇ ମୁଖ୍ୟ ରେଳପଥର କନିକା ସ୍ଥିତ ଏମସିଏଲ ରେଲୱେ ସାଇଡିଂ ନିକଟରୁ ଜନୈକା ମାନସିକବିକାରଗ୍ରସ୍ତ ମହିଳାଙ୍କ ମୃତଦେହ ଆଜି ଉଦ୍ଧାର କରିଛି ରେଲୱେ ପୋଲିସ । ମୃତ ମହିଳା ଜଣକ ହେଲେ ବଂଶୀଦର୍ହ ନିବାସୀ ମୁକ୍ତା ଏକ୍କା (୪୦)। ସୂଚନା ଅନୁସାରେ ମୃତକ ଜଣକ ଗତ କିଛି ମାସରୁ ମାନସିକବିକାରଗ୍ରସ୍ତ ଭାବେ ବିଭିନ୍ନ ଜାଗାରେ ବୁଲାବୁଲି କରୁଥିବା ବେଳେ ଆଜି ତାଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର କରାଯାଇଛି। ଏ ନେଇ ରେଲୱେ ପୋଲିସ ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
Read More News
T & CPrivacy PolicyContact Us