Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ ଠାରେ ନବନିର୍ମାଣ ବିଦ୍ୟାଳୟ କୁ ବିଦ୍ୟୁତ ସଂଯୋଗ ନିମନ୍ତେ ଜିଲ୍ଲାପାଳ ଙ୍କ ଉଦ୍ୟେଶ ରେ ଏଡିଏମ ଙ୍କୁ ଦାବିପତ୍ର ପ୍ରଦାନ

Phulabani Town, Kandhamal | Aug 22, 2025
ଫୁଲବାଣୀ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ଠାରେ ନବନିର୍ମାଣ ବିଦ୍ୟାଳୟ କୁ ବିଦ୍ୟୁତ ସଂଯୋଗ ନିମନ୍ତେ ଜିଲ୍ଲାପାଳ ଙ୍କ ଉଦ୍ୟେଶ ରେ ଏଡିଏମ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ପୁର୍ବତନ ବିଧାୟକ ଅଙ୍ଗଦ କହଁର ଙ୍କ ସହ ଗ୍ରାମବାସୀ, ଏହି ଦାବିପତ୍ର ଟି ଶୁକ୍ରବାର ଅପରାହ୍ନ 3ଘଣ୍ଟିକା ରେ ପ୍ରଦାନ କରାଯାଇଛି, ଅଭିଯୋଗ ଅନୁସାରେ +2ଛାତ୍ରଛାତ୍ରୀ ଙ୍କ ପାଇଁ ଏକ କଠରି ନିର୍ମାଣ ହଇଛି, ସମ୍ପୂର୍ଣ କାଯ୍ୟ ସରିଥିଲେ ସୁଧା ବିଦ୍ୟୁତ ସଂଯୋଗ ହଇନଥିବା ରୁ ଭୁତ କଠରି ପାଲଟିଛି
Read More News
T & CPrivacy PolicyContact Us