This browser does not support the video element.
ସିମୁଳିଆ: ଖଇରା କୁ ଏନଏସି ଦାବି ନେଇ 6 ଘଣ୍ଟିଆ ଖଇରା ବଜାର ବନ୍ଦ ଡାକରା ଦେଲା ବିଜେଡି,
Similia, Balasore | Sep 6, 2025
ଖଇରା କୁ ଏନଏସି ଦାବି ନେଇ 6 ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଇଛି ବିଜେଡି l ବିଜେଡି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଆଜି ସକାଳ 6 ଘଟିକା ଠାରୁ ମଧ୍ୟାହ୍ନ 12 ଘଟିକା ପର୍ଯ୍ୟନ୍ତ ଖଇରା ବଜାର ବନ୍ଦ ଡାକରା ଦିଆଯାଇଛି l ଏଥିରେ ବିଭିନ୍ନ ପଂଚାୟତ ର ଲୋକ ପ୍ରତିନିଧି ସମେତ ଅଂଚଳବାସି ମାନେ ଉପସ୍ଥିତ ଥିଲେ l ଆଗାମୀ ଦିନ ରେ ଯଦି ସରକାର ଦାବି ପୂରଣ ନହୁଅ ବିଜେଡି ରାଜରାସ୍ତା କୁ ଉଲ୍ହାଇବା ନେଇ ଚେତାବନୀ ଦେଇଛି ବିଜେଡି l ଆଜି ଶନିବାର ମଧ୍ୟାହ୍ନ 12 ଘଟିକା ସମୟ ପର୍ଯ୍ୟନ୍ତ ଚାଲୁ ରହିଥିଲା l