Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ଂଘରୋଇ ବସ ରେ ଫିରିଙ୍ଗିଆ ପୋଲିସ ର ଚଢ଼ାଉ I ୪୨ କିଲୋ ଗଞ୍ଜେଇ ସହ ଚାରି ମହିଳା ଚାଲାଣ କାରି ଗିରଫ

Phulabani Town, Kandhamal | Sep 9, 2025
ଘରୋଇ ବସ ରେ ଫିରିଙ୍ଗିଆ ପୋଲିସ ର ଚଢ଼ାଉ I ୪୨ କିଲୋ ଗଞ୍ଜେଇ ସହ ଚାରି ମହିଳା ଚାଲାଣ କାରି ଗିରଫ I କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିଶି ଙ୍କ ନିର୍ଦେଶ କ୍ରମେ ଅପରେସନ ପ୍ରହାର କୁ ପୋଲିସ ଜୋରଦାର କରିଥିବା ବେଳେ ବିଭିନ୍ନ ଜାଗାରେ ଚଢ଼ାଉ କରି ଗଞ୍ଜେଇ, ମଦ, ଗୁତୁକା ଭଳି ମାଦକ ଦ୍ରବ୍ୟ ଚାଲାଣ ଓ ବ୍ୟବସାୟ ଉପରେ ରୋକ ଲଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛି I ଏହି ପରିପେକ୍ଷୀରେ ଫିରିଙ୍ଗିଆ ପୋଲିସ ଏକ ଘରୋଇ ବସ ଉପରେ ଚଢ଼ାଉ କରି ବସ ମଧ୍ୟରୁ ୪୨ କିଲୋ ଗଞ୍ଜେଇ କୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଚାରି ଜଣ ମହିଳା ଙ୍କୁ ଗ
Read More News
T & CPrivacy PolicyContact Us