Download Now Banner

This browser does not support the video element.

ରାଇରଙ୍ଗପୁର ସହର: ରାଇରଙ୍ଗପୁର ପୌର ପାଳିକା ପକ୍ଷରୁ ସହର ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢ଼ାଉ

Rairangpur Town, Mayurbhanj | Sep 18, 2024
ଆଜି ଅପରାହ୍ନ ୨ ଟା ସମୟ ରାଇରଙ୍ଗପୁର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱ ରେ ସ୍ୱତନ୍ତ୍ର ସ୍କ୍ୱାଡ଼ ଟିମ ଦ୍ୱାରା ରାଇରଙ୍ଗପୁର ସହରାଞ୍ଚଳ ସ୍ଥିତ କିଛି ବ୍ୟବସାୟୀକ ଅନୁଷ୍ଠାନ ଗୁଡିକରେ ଚଢ଼ାଉ କରାଯାଇ ବିପୁଳ ପରିମାଣ ର ୧୨୦ ମାଇକ୍ରୋନ ରୁ କମ ମୋଟେଇ ପ୍ଲାଷ୍ଟିକ ଓ ଥର୍ମାକୋଲ ସାମଗ୍ରୀ ଜବତ କରାଯାଇଥିଲା।
Read More News
T & CPrivacy PolicyContact Us