This browser does not support the video element.
ଫୁଲବାଣୀ ସହର: ଜି.ଉଦୟଗିରି ସ୍ଥିତ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ କଳିଙ୍ଗ ଆଥଲେଟିକ୍ସ ଆସୋସିଏସନ ତରଫରୁ ଭେଟେରାନ ଫୁଟବଲମ୍ୟାଚ, ଫୁଲବାଣୀ ବିଜୟୀ
Phulabani Town, Kandhamal | Sep 7, 2025
ଜି.ଉଦୟଗିରି ସ୍ଥିତ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ କଳିଙ୍ଗ ଆଥଲେଟିକ୍ସ ଆସୋସିଏସନ ତରଫରୁ ଭେଟେରାନ ଫୁଟବଲ ଖେଳାଳି ମାନଙ୍କୁ ନେଇ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଯୁବ ପୀଢ଼ି ଖେଳ ଓ ଖେଳ ପଡ଼ିଆ ଠାରୁ ନିଜକୁ ଦୁରେଇ ନେଉଥିବା ବେଳେ ୪୦ ବର୍ଷରୁ ଉର୍ଦ୍ଧ ବୟସର ପୁରାତନ ଖେଳାଳି ମାନେ ବହୁ ପରିଶ୍ରମ ଯୁକ୍ତ ଫୁଟବଲ ଖେଳ ରେ ଭାଗ ନେଇ ଯୁବ ପୀଢ଼ି ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ନେଇ ଅଞ୍ଚଳରେ ଆଲୋଚନା ହେଉଛି। ତା ସହ ଯୁବ ପୀଢ଼ି ଙ୍କ ଠାରୁ ନିଜକୁ ସୁସ୍ଥ ରଖିଥିବା ଆଜି ପ୍ରମାଣିତ କରିଛନ୍ତି ଭେଟେରାନ ଖେଳାଳି।