This browser does not support the video element.
ବଲାଙ୍ଗୀର: ମାଧିଆ ପାଲି ନିକଟରେ ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା, ସାତ ଗୁରୁତର ମେଡିକାଲ ରେ ଭର୍ତ୍ତି
Balangir, Balangir | Aug 28, 2025
ନୁଆଁଖାଇ ରେ ଦୁର୍ଘଟଣା ... ନୁଆଁଖାଇ ଦିନ ଅଘଟଣ ଜାତୀୟ ରାଜପଥ ରେ ଦୁର୍ଘଟଣା। ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ମାଧିଆ ପାଲି ନିକଟରେ ରେ ଘଟିଛି ଦୁର୍ଘଟଣା। ଦୁଇ କାର ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୭ ଗୁରୁତର। ବଲାଙ୍ଗୀର ପଟରୁ ଓ ସମ୍ବଲପୁର ପଟରୁ ଆସୁଥିବା କାର ମୁହାଁମୁହିଁ ଧକ୍କା ହୋଇଛି। ଗୁରୁତର ସମସ୍ତଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ଆଜି ଅପରାହ୍ନ 3ଟା ସମୟରେ ପଠା ଯାଇଛି।