Download Now Banner

This browser does not support the video element.

ଆଠମଲ୍ଲିକ: କିଶୋରନଗର ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

Athmallik, Angul | Aug 27, 2025
ହାଇସ୍କୁଲ, ନାଇସ କମ୍ପୁଟର ସେଣ୍ଟର, ଜନତା ମହାବିଦ୍ୟାଳୟ, ମହର୍ଷି ବିଦ୍ୟା. ମନ୍ଦିର, ଧରଣୀଧର ପବ୍ଲିକ ସ୍କୁଲ ଗୁଡିକ ରେ ବୁଧବାର ଦିନ ସକାଳ 10 ଟା ରେ ପବିତ୍ର ଗଣେଶ ପୂଜା ମହା ସମାରୋହ ରେ ପାଳିତ ହୋଇ ଯାଇଛି l ସକାଳେ ନିକଟରେ ଥିବା ପୋଖରୀ ରୁ କଳସ ପାଣି ଆଣିବା ପରେ ଯଥା ରୀତି ନୀତି ନିୟମ ରେ ପୂଜା କରା ଯାଇଥିଲା l ରଙ୍ଗ ବେରଙ୍ଗ ଆଲୋକ ମାଳା ରେ ପୂଜା ମଣ୍ଡପ ଟି ଝଲସି ଉଠୁଥିବା ବେଳେ ବିଭିନ୍ନ ପୂଜା କମିଟି ପକ୍ଷରୁ ଦର୍ଶକ ଙ୍କର ମନରଞ
Read More News
T & CPrivacy PolicyContact Us