Download Now Banner

This browser does not support the video element.

ଝାରସୁଗୁଡା: ଲଖନପୁର ବ୍ଲକ ସଂଲଗ୍ନ ଜାତୀୟ ରାଜପଥରେ ଅଚାନକ ଯାନବାହନ ଯାଞ୍ଚ, ୫୫ଟି ଗାଡ଼ିରୁ ୧୭ଟି ଗାଡ଼ିକୁ କାର୍ଯ୍ୟାନୁଷ୍ଠାନ ସହ ଫାଇନ

Jharsuguda, Jharsuguda | Sep 13, 2025
ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣଙ୍କ ଆଦେଶ କ୍ରମେ ଆଜି ଶନିବାର ସକାଳ ଏଗାରଟା ସମୟରେ ଝାରସୁଗୁଡା ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ଲଖନପୁର ବ୍ଲକ ସଂଲଗ୍ନ ଜାତୀୟ ରାଜପଥରେ ଅଚାନକ ଯାନବାହନ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ସମୟରେ ୫୫ଟି ଗାଡ଼ିରୁ ୧୭ଟି ଗାଡ଼ିର ଆବଶ୍ୟକୀୟ ଫିଟନେସ , ପ୍ରଦୂଷଣ ଓ ଇନ୍ସୁରାନ୍ସ ନଥିବାରୁ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଚାଲାଣ କଟାଯାଇ ଫାଇନ କରାଯାଇଛି। ଘୋଡ଼ା ଯାଇନଥିବା କୋଇଲା ଟ୍ରକ ଗୁଡିକ ମଧ୍ୟ ଯାଞ୍ଚ କରାଯାଇଥିଲା। ତେବେ ନିୟମ ଅବମାନନା କରୁଥିବା ଗାଡି ଗୁଡିକ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Read More News
T & CPrivacy PolicyContact Us