Download Now Banner

This browser does not support the video element.

ଆଠମଲ୍ଲିକ: ପତ୍ନୀ ଙ୍କୁ ମାଡ ଅଭିଯୋଗ ଅନୁଗୋଳ ଜିଲ୍ଲା କିଶୋରନଗର ଥାନା କଦଳୀମୁଣ୍ଡା ଅଞ୍ଚଳ ର ସଙ୍ଘମିତ୍ରା ବାରିକ ଙ୍କୁ ତାଙ୍କ ସ୍ଵାମୀ ଜିତେନ୍ଦ୍ର

Athmallik, Angul | Aug 26, 2025
ବାରିକ ମାଡ ମାରିବା ସହ ତାଙ୍କୁ ନିର୍ଯାତନା ଦେଉଥିବା ସଂଘମିତ୍ରା କିଶୋରନଗର ଥାନା ରେ ସୋମବାର ଦିନ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପତ୍ର ରେ ଉଲେଖ କରା ଯାଇଛି ଯେ ସଂଘମିତ୍ରା ଙ୍କୁ ଅନେକ ସମୟ ରେ କୌଣସି କାରଣ ନ ଥାଇ ମାଡ ମାରିବା ସହ ନିର୍ଯାତନା ଦିଆଯାଉଥିଲା । ସୋମବାର ଦିନ ଏକ ଠେଙ୍ଗା ମଧ୍ୟମରେ ଜିତେନ୍ଦ୍ର ଆକ୍ରମଣ କରିବା ଯୋଗୁଁ ବାଧ୍ୟ ହୋଇ ସଂଘମିତ୍ରା ଥାନା ରେ ଅଭିଯୋଗ କରିଛନ୍ତି । ଏ ନେଇ କିଶୋରନଗର ପୋଲିସ ମଙ୍ଗଳବାର ସନ୍ଧ୍ୟା
Read More News
T & CPrivacy PolicyContact Us