Download Now Banner

This browser does not support the video element.

ଛତ୍ରପୁର: ପୀତବାସ ପଣ୍ଡା ହତ୍ୟା ମାମଲା, ବ୍ରହ୍ମପୁରରେ ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ

Chhatrapur, Ganjam | Oct 8, 2025
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ। ଆଜି ସାରା ରାଜ୍ୟରେ କଲମଛାଡ଼ ଆନ୍ଦୋଳନ କରିଛନ୍ତି ଆଇନଜୀବୀ। କଲମଛାଡ଼ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ଆଇନଜୀବୀ ପରିଷଦ। ଘଟଣାରେ କୋଟିଏ ଟଙ୍କାର କ୍ଷତିପୂରଣ ଦାବି କରିଛି ଆଇନଜୀବୀ ପରିଷଦ। ବ୍ରହ୍ମପୁର ବାର୍ ପରିସରରେ ବୁଧବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କିଛି ଆଇନଜୀବୀ।
Read More News
T & CPrivacy PolicyContact Us