Download Now Banner

This browser does not support the video element.

ଗୋବିନ୍ଦପୁର: ଲମତି ଶିବ ମନ୍ଦିର ରୁ ବିରଳ ପ୍ରଜାତିର ସାପ ଉଦ୍ଧାର

Govindpur, Sambalpur | Aug 21, 2025
ବାମରା ନିକଟ ଲମତି ମନ୍ଦିର ରୁ ଏକ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଲମତି ଶିବ ମନ୍ଦିର ରେ ଗୁରୁବାର ଦିନ ଏକ ସାପ ରହିଥିବା ଦେଖି ସ୍ଥାନୀୟ ଲୋକ ମାନେ ସର୍ପ ମିତ୍ର ଭୀଷ୍ମ ସେଠ ଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଭୀଷ୍ମ ସନ୍ଧ୍ୟା ୫ ଟା ସମୟରେ ଉକ୍ତ ସାପ କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ରେ ଛାଡିଥିବା ସୂଚନା ରହିଛି। ଉଦ୍ଧାର ହୋଇ ଥିବା ସାପ ଟି ଫରେଷ୍ଟ କେଟ ସ୍ନେକ ପ୍ରଜାତି ର ଥିବା ବେଳେ ଏହା ବାମରା ଅଞ୍ଚଳ ରେ ଏକ ବିରଳ ପ୍ରଜାତି ବୋଲି ଭୀଷ୍ମ କହିଛନ୍ତି।
Read More News
T & CPrivacy PolicyContact Us