Download Now Banner

This browser does not support the video element.

ନୂଆପଡା: ଜିଲ୍ଲାକୁ ପର୍ଯ୍ୟାପ୍ତ ସାର ଯୋଗାଣ ଦାବି ରେ ଜିଲ୍ଲା କଂଗ୍ରେସ ର ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା

Nuapada, Nuapada | Aug 25, 2025
ନୂଆପଡ଼ା ଜିଲ୍ଲା କୁ ପର୍ଯ୍ୟାପ୍ତ ସାର ଯୋଗାଣ ସାର କଳାବଜାରୀ ରୋକିବାକୁ ଓ ସାର ଯୋଗାଣ କୁ ତଦାରଖ କରିବା ପାଇଁ ସ୍କ୍ୱାର୍ଡ ଗଠନ ଦାବିରେ ଆଜି ଦିନ ଦଶଟା ରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି।ଏହି ଧାରଣାରେ ଜିଲ୍ଲା ସଂଯୋଜକ ଘାସିରାମ ମାଝୀ ଲି ଆମଲ୍ ଚରଣ ତାଣ୍ଡି ଅମିତ୍ ଅହିର୍ ଅଭୟ ଶଙ୍କର ଯୋଶୀ ପ୍ରମୁଖ ଯୋଗଦେଇଥିଲେ।
Read More News
T & CPrivacy PolicyContact Us