Download Now Banner

This browser does not support the video element.

ଦେବଗଡ: ବୁଢିବିଲ ଗ୍ରାମରେ ହାତୀ ଉପଦ୍ରବ

Debagarh, Debagarh (Deogarh) | Jun 8, 2025
ଦେବଗଡ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବୁଢିବିଲ ଗ୍ରାମରେ ରବିବାର ରାତି ୧୨ ଟାରେ ହାତୀ ଉପଦ୍ରବ ଦେଖାଦେଇଛି । ଗାଁରେ ୩ ଟି ହାତୀ ଉପଦ୍ରବ ଜାରି ରଖିଥିବା ଜଣାପଡିଛି । ବୁଢିବିଲ ଗ୍ରାମର ବିଭିନ୍ନ ବଗିଚାରେ ହାତୀ ପଲ କ୍ଷୟକ୍ଷତି କରୁଛନ୍ତି । ଅନ୍ୟପଟେ ବୁଢିବିଲ ଗ୍ରାମରେ ହାତୀ ଥିବା ନେଇ ବନବିଭାଗ ଭାଗରେ ସୂଚନା ନଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି । ବୁଢିବିଲ ନିକଟ ଗାଡପାଳ ସମେତ ଅନ୍ୟ ଅଂଚଳରେ ମଧ୍ୟ ହାତୀ ରହିଥିବା ଜଣାପଡିଛି । ତେବେ ବନବିଭାଗକୁ ଏନେଇ ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି ।
Read More News
T & CPrivacy PolicyContact Us