This browser does not support the video element.
ମହୁଲପାଲି: ବାଲିମାଲ ଠାରେ ଲିଂସି ଫାଉଣ୍ଡେସନ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
Mahulpalli, Sambalpur | Sep 2, 2025
ବାବୁନିକ୍ତିମାଲ ଗ୍ରାମ ପଞ୍ଚାୟତ ବାଲିମାଲ ଠାରେ ଲିନ୍ସ ଫାଉଣ୍ଡେସନ ସିଡି ପକ୍ଷରୁ ଚାଲିଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟା ୭ ଟା ସମୟରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାମୂଳକ କାର୍ଯ୍ୟକ୍ରମ ସମେତ ଯୁବକ ଯୁବତୀ ମାନଙ୍କୁ ନେଇ ଆଦିବାସୀ ନୃତ୍ୟ ତଥା ବିଭିନ୍ନ ପ୍ରକାରର ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥି ସହ ପଶ୍ଚିମ ଓଡ଼ିଶା ର ଗଣପର୍ଵ ନୂଆଁଖାଇ ର ମହତ୍ତ୍ଵ ଓ ପରମ୍ପରା ନେଇ ବିଶେଷ ଆଲୋଚନା ହୋଇଥିଲା।