Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ହବିଷ୍ୟାଳି ଶିବିରରେ ହବିଷ୍ୟାଳି ମାନେ ଲାଇଭ ଟିଭିରେ ଦେଖିବେ ରାଧା ପାଦ ଦର୍ଶନ,ବୃନ୍ଦାବତୀ ଶିବିରରେ ସୂଚନା ଦେଲେ ଆଇନ ମନ୍ତ୍ରୀ l
Puri M, Puri | Oct 7, 2025
ରାଧା ପାଦ ଦର୍ଶନ ଏକ ଅତ୍ୟନ୍ତ ଦୁର୍ଲଭ ଦର୍ଶନ l ଯାହାକୁ ହିନ୍ଦୁ ଧର୍ମ ରେ ବିଶ୍ୱାସ କରାଯାଏ l ଅଳା ନବମୀ ରେ ରାଧା ପାଦ ଦର୍ଶନ l ଏହି ଦିନରେ ସାକ୍ଷୀଗୋପାଳ ରେ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳେ l ଦୂରଦୁରାନ୍ତରୁ ଆସିଥାନ୍ତି ରାଧା ପାଦ ଦର୍ଶନ ପାଇଁ l ପୁରୀରେ ହବିଷ୍ୟାଳି ମାନଙ୍କ ପାଇଁ ପାଞ୍ଚଟି ହବିଷ୍ୟାଳି ଶିବିର ହୋଇଛି ସେମାନଙ୍କ ପାଇଁ ରାଧା ପାଦ ଦର୍ଶନ ଲାଇଭ ଟିଭି ମାଧ୍ୟମରେ ଦେଖିବେ l ସୂଚନା ଦେଲେ ଆଇନ ମନ୍ତ୍ରୀ l
Share
Read More News
T & C
Privacy Policy
Contact Us
Your browser does not support JavaScript!