Download Now Banner

This browser does not support the video element.

ଦେବଗଡ: ପ୍ରସିଦ୍ଧ ଦେବଗଡ ଗଣେଶ ମେଳାର ନବମ ଦିବସ, ୨ ଲକ୍ଷ ୧୧ ହଜାର ଟଙ୍କାରେ ନିଲାମ ହେଲା ଶ୍ରୀଗଣେଶ ଆଶୀର୍ବାଦ ଲଡୁ

Debagarh, Debagarh (Deogarh) | Sep 4, 2025
ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଗଣେଶ ମେଳା ଗୁରୁବାର ନବମ ଦିନରେ ପହଂଚିଥିବା ବେଳେ ଶୁକ୍ରବାର ଭଷାଣୀ ସହିତ ଉଦଯାପିତ ହେବ । ଏହି ଅବସରରେ ଗୁରୁବାର ରାତି ଶ୍ରୀଗଣେଶ ଆଶୀର୍ବାଦ ଲଡୁ ନିଲାମ କରାଯାଇଛି । ଭାଗ୍ୟଶାଳୀ ବିଜେତା ଭାବେ ଦୁବାଇରେ ରହୁଥିବା ‘ପାୱାର ଅଫ ଷ୍ଟକ୍ସ’ର ସିଇଓ ତଥା ବାରକୋଟ ବ୍ଲକ କଲା ଗ୍ରାମର ଶୁଭାଶିଷ ପାଣିଙ୍କ ୨ ମାସର ଶିଶୁପୁତ୍ର ଶୁଭ ପାଣି ଶ୍ରୀଣେଶଙ୍କ ଆଶୀର୍ବାଦ ଲଡୁକୁ ୨ଲକ୍ଷ ୧୧ ହଜାର ଟଙ୍କା ମୂଲ୍ୟରେ ହାଶଲ କରିଛନ୍ତି । ଶୁଭଙ୍କ ପକ୍ଷରୁ ତାଙ୍କ ଅଜା ତଥା ରାଜ୍ୟ ସରପଂଚ ମହାସଙ୍ଘ ମୁଖ୍ୟ ପରାମର୍ଶଦାତା ତ୍ୟନାରାୟଣ ପାଣି ନିଲାମ ଡାକିଥିଲେ ।
Read More News
T & CPrivacy PolicyContact Us