This browser does not support the video element.
ବାଲିକୁଦା: ବାଲିକୁଦା:ସିଦ୍ଧଗୁମ୍ଫା ପଡ଼ା ଗ୍ରାମରୁ ବିଷାକ୍ତ ନାଗସାପ ଉଦ୍ଧାର କଲା କୁଜଙ୍ଗ ବନ ବିଭାଗ
Balikuda, Jagatsinghpur | Apr 22, 2024
ବାଲିକୁଦା:ସିଦ୍ଧଗୁମ୍ଫା ପଡ଼ା ଗ୍ରାମରୁ ବିଷାକ୍ତ ନାଗସାପ ଉଦ୍ଧାର କଲା କୁଜଙ୍ଗ ବନ ବିଭାଗ ଏରସମା ବ୍ଲକ ନୂଆଗାଁ ସିଦ୍ଧ ଗୁମ୍ଫା ପଡ଼ା ର ଯାଇନିକ ବେକ୍ତି ଙ୍କ ଘରୁ ବିଷଧର ସାପ କୁ ବନ ବିଭାଗ ଉଦ୍ଧାର କରିଛି ।ରବିବାର ରାତ୍ର 10ଘଟିକା ସମୟରେ ସିଦ୍ଧ ଗୁମ୍ଫା ପଡ଼ା ର ଧନୁ ନାୟକ ଙ୍କ ପୁଅ ବାବୁନି ନାୟକ ଙ୍କ ଶୋଇବା ଘରେ ଏକ ସାପ ପଶିଥିବା ଜାଣିପାରି ନିକଟ ବନ ବିଭାଗ କୁ ଖବର ଦେଇଥିଲେ ।ଖବର ପାଇ ବନ ବିଭାଗର ସ୍କ୍ୱାର୍ଡ ପ୍ରଦୀପ ଦାସ ଘଟଣା ସ୍ଥଳରେ ପହଞ୍ଚି ଚାରିଫୁଟ ଲମ୍ବର ବିଷଧର ଗୋଖର ସାପକୁ ଧରି ନିକଟ ଜଟାଧାର ଜଙ୍ଗଲରେ ଛାଡି ଦେଇଥିବା ଶ୍ରୀ ଦାସ ଙ୍କ ଠାରୁ ସୂଚନା ମିଳିଛି ।