This browser does not support the video element.
ମାଲକାନଗିରି: କାଲିମେଳା ଗ୍ରାମରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗୁରୁ ଦିବସ ପାଳିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Malkangiri, Malkangiri | Sep 5, 2025
ଆଜି ମାଲକାନଗିରି ଜିଲ୍ଲା କାଲିମେଳା ଗ୍ରାମରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲା ବିଧାୟକ ପ୍ରତିନିଧି ନିହାର ରାୟ, ବ୍ଲକ ବିଧାୟକ ପ୍ରତିନିଧି ହରବିଳାସ ମଣ୍ଡଳଙ୍କ ସହିତ କାଲିମେଳା ସମ୍ବାଦ ସାହିତ୍ୟ ଘରର ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଗୁରୁ ମାନଙ୍କୁ ସଂମ୍ମାନିତ କରାଯାଇଥିଲା।