This browser does not support the video element.
ସୋନପୁର: ଲଛିପୁର ଥାନା ପରିଷରରେ ଗଣେଶ ପୁଜା ପାଇଁ ଶାନ୍ତି କମିଟି ବୈଠକ ।
Sonapur, Subarnapur (Sonepur) | Aug 26, 2025
ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ପରିଷରରେ ଗଣେଶ ପୁଜା ପାଇଁ ଶାନ୍ତି କମିଟି ବୈଠକ । ଆଜି ସନ୍ଧ୍ୟା ୫ଟାରେ ଲଛିପୁର ଥାନା ଅଞ୍ଚଳରେ ହେଉଥିବା ବିଭିନ୍ନ ଗଣେଷ ପୂଜା କମିଟି ସଦସ୍ୟ ମାନଙ୍କୁ ଡାକି ଥାନା ଅଧିକାରୀ ଙ୍କ ନେତୃତ୍ୱରେ ଥାନା ପରିଷରରେ ଏକ ସାନ୍ତି କମିଟି ଅନୁଷ୍ଠିତ ହୋଇ ଯାଇଛି।ବିଶେଷ କରି ପୁଜା ମଣ୍ଡପ ଏବଂ ଭଶାଣି ସମୟରେ ।ଯେମିତି ମଦ୍ୟପାନ ନକରିବେ ଭଶାଣି ସମୟରେ ଅଧିକ ଶବ୍ଦ ଯେମିତି ନହେବ ଏହା ଉପରେ ଦୃଷ୍ଟି ଦେବା ପାଇଁ ଲଛିପୁର ପୋଲିସ ପକ୍ଷରୁ ସାନ୍ତି କମିଟି ଙ୍କୁ ଅନୁରୋଧ କରା ଯାଇଛି।