Download Now Banner

This browser does not support the video element.

ପଦ୍ମପୁର: ପଦ୍ମପୁର ସହରର ବିଭିନ୍ନ ପାନ ଦୋକାନ ରେ ନିଶା ଦ୍ରବ୍ଯ ଯାଞ୍ଚ ପାଇଁ ପୋଲିସ ର ଚଢ଼ାଉ

Padmapur, Bargarh (Baragarh) | Sep 4, 2025
ସମାଜକୁ ନୀଷାଠୁ ଦୁରେଇ ରଖିବା ପାଇଁ ବରଗଡ ପୋଲିସ ବିଭାଗ ଦ୍ଵାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାନ ଦୋକାନ, ଖୁଚୁରା ବ୍ୟବସାୟୀଙ୍କ ଦୋକାନ ରେ ଗଞ୍ଜେଇ ପୁଡିଆ ଯାଞ୍ଚ ଚାଲିଛି।ଏହି ପରିପ୍ରେକ୍ଷୀରେ ଗୁରୁବାର ଆଜି ୭ଟା ୫୦ ମିନିଟ ସମୟ ପାଖା ପାଖିରେ ପଦ୍ମପୁର ଆଦର୍ଶ ଥାନାଧିକାରୀ ମମତା ନାଏକ ଙ୍କ ତତ୍ୱାବଧାନରେ ବରଗଡ ଜିଲ୍ଲା ପଦ୍ମପୁର ସହରର ବିଭିନ୍ନ ପାନ ଦୋକାନ କୁ ଯାଇ ପୋଲିସ ଟିମ ନିଶା ସାମଗ୍ରୀ ଯାଞ୍ଚ କରୁଛି।
Read More News
T & CPrivacy PolicyContact Us