Download Now Banner

This browser does not support the video element.

ସୁକିନ୍ଦା: ଅଁଳାଝରି ଗ୍ରାମ ପାଖ ଚାଷ ଜମିରେ ଅଜଣା ଜନ୍ତୁ ଦଂଶନରେ ଚାଷୀ ଗୁରୁତର

Sukinda, Jajpur | Sep 11, 2025
ଅଁଳାଝରି ଗ୍ରାମ ପାଖ ଚାଷ ଜମିରେ ଅଜଣା ଜନ୍ତୁ ଦଂଶନରେ ସ୍ଥାନୀୟ ବାସିନ୍ଦା ଚାଷୀ ଚହଳି ରାଉତ ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଗୁରୁବାର ଦିବା 1 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us