Download Now Banner

This browser does not support the video element.

ହିନ୍ଦୋଳ: ଗଉଡ କାଟେଣୀ ଛକ ନିକଟରେ କ୍ଷତିପୁରଣ ଦାବିରେ ରାସ୍ତାରୋକ

Hindol, Dhenkanal | Sep 13, 2025
ଢେ଼ଙ୍କାନାଳ ଅବକାରୀ ବିଭାଗ ଦ୍ଵାରା ଗତ ୧୧ ତାରିଖ ଦିନ ଗିରଫ ହୋଇଥିବା ବେଣୁଧର ସେନାପତି ନାମକ ଯୁବକଙ୍କର ମୃତ୍ୟୁ ଦେହ ଆଜି ଢେଙ୍କାନାଳ ସହରରୁ ପୁଲିସ୍ ଉଧାର ହୋଇଥିବା ଜଣାପଡିଛି। ଏହାର ପ୍ରତିବାଦରେ ଏବଂ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକମାନେ ୫୫ ନଂ ଜାତୀୟ ରାଜପଥ ଗଉଡକାଟେଣି ଛକ ନିକଟରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପାଶ୍ୱର୍ରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତ ୧୧ ତାରିଖ ଦିନ ଢେ଼ଙ୍କାନାଳ ଅବକାରୀ ବିଭାଗ ଦ୍ଵାରା ଧରାପଡ଼ିଥିବା ବେଣୁଧର ସେନାପତିଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Read More News
T & CPrivacy PolicyContact Us