This browser does not support the video element.
ଓରିଏଣ୍ଟ: ବନ୍ଦବାହାଲ ସ୍ଥିତ ଇନ୍ଦ୍ରଧନୁ କ୍ଲବ ଠାରେ ଲଖନପୁର ବ୍ଲକ ସ୍ତରୀୟ ଗୁରୁ ଦିବସ ଏବଂ ବୈଷ୍ଣବ ବାବା କୃତୀ ଶିକ୍ଷକ ସମ୍ମାନ ସମାରୋହ ଅନୁଷ୍ଠିତ
Orient, Jharsuguda | Sep 5, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବନ୍ଦବାହାଲ ସ୍ଥିତ ଇନ୍ଦ୍ରଧନୁ କ୍ଲବ ଠାରେ ଲଖନପୁର ବ୍ଲକ ସ୍ତରୀୟ ଗୁରୁ ଦିବସ ଏବଂ ବୈଷ୍ଣବ ବାବା କୃତୀ ଶିକ୍ଷକ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବୈଷ୍ଣବ ବାବା ଏଜୁକେସନ ସୋସିଆଲ ସର୍ଭିସ ଓ ରିସର୍ଜ ଟ୍ରଷ୍ଟ ପକ୍ଷରୁ ଆଜି ଦିନ ଦୁଇଟା ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଏମ ମାଇନିଂ ଲଖନପୁର ଏରିଆ ସତ୍ୟଭୂଷଣ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୁଷ୍ପଲତା ସେଠ, ପଦ୍ମିନୀ ସିଂହ, ପ୍ରଫୁଲ୍ଲ ସା ଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।