Download Now Banner

This browser does not support the video element.

ଜଗତସିଂହପୁର: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଜିଲ୍ଲା କୋର୍ଟରେ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ

Jagatsinghapur, Jagatsinghpur | Sep 13, 2025
ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ । ସଦରମହକୁମା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଜିଲ୍ଲା ଅଦାଲତ ପରିସରରେ ଆଜି ଦିନ ୧୧ ଟାରୁ ଦିନ ୪ ଟା ପର୍ଯ୍ୟନ୍ତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାର ମୋଟ ୨୦୩୭ଟି ମାମଲାରୁ ୧୩୪୨ ଟି ମାମଲା ସଫଳତାର ସହ ଫଇସଲା ହେବା ସହ ୫ କୋଟି ୩ଲକ୍ଷ ୧୪ହଜାର ୩୭୨ ଟଙ୍କା ଆଦାୟ କରାଯାଇଛି।ସେହିପରି ବ୍ୟାଙ୍କ ଓ ଭାରତ ସଞ୍ଚାର ନିଗମ ଲିମିଟେଡ଼ର ମାମଲା ସମ୍ବର୍ଦ୍ଧିୟ ପ୍ରାକ ମୋକଦ୍ଦମାରେ ୪୮୩୨ ଟି ମାମଲାରୁ ୧୯୦ ଟି ମାମଲା ଫଇସଲା ହେବା ସହ ୨୦ଲକ୍ଷ ୧୯ ହଜାର ୧୪୬ ଟଙ୍କା ଋଣ ଆଦା
Read More News
T & CPrivacy PolicyContact Us