This browser does not support the video element.
ନର୍ଲା: ନର୍ଲା ଅଂଚଳର ବିଭିନ୍ନ ଗାଁ ଗଣ୍ଡା ମାନଙ୍କରେ ପବିତ୍ର ନୂଆଁଖାଇ ପର୍ବ ପାଳନ
Narala, Kalahandi | Aug 28, 2025
ଆଜି ଗୁରୁବାର ଦିନ ସକାଳ ନଅ ଘଣ୍ଟା ସମୟରୁ ପୂର୍ବାହ୍ନ ଏଗାର ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପର୍ବ ପାଳନ କରୁଥିବା ବେଳେ ଆଜି ନର୍ଲା ଅଞ୍ଚଳର ବିଭିନ୍ନ ଗାଆଁ ଗଣ୍ଡା ମାନଙ୍କରେ ପବିତ୍ର ନୂଆଁଖାଇ ପର୍ବ ପାଳନ କରିଛନ୍ତି ଏହି ଅବସରରେ ସାଂସ୍କୃତିକ ଓ ନାଚଗୀତ ଖେଳକୁଦ କାର୍ଯ୍ୟକ୍ରମ ରହିଛି