Download Now Banner

This browser does not support the video element.

ବୌଦ୍ଧ ସଦର: ତେଲିବନ୍ଧ ଗ୍ରାମ ରାସ୍ତାରୁ ବେଆନ ୧୦ଲିଟର ଦେଶି ପାଉଚ ମଦ ସହିତ ଜଣକୁ ଗିରଫ କଲା ଅବକାରୀ ପୋଲିସ

Baudh Sadar, Boudh (Bauda) | Sep 1, 2025
ଆଜି ସନ୍ଧ୍ୟା ୭.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତରୁ ପ୍ରାପ୍ତ ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ ତେଲିବନ୍ଧ ଗ୍ରାମରେ ବେଆନ ଅବାଧ ମଦ କାରବାର ହେଉଥିବା ନେଇ l ଆଜି ସକାଳ ପାଖାପାଖି ୧୧.୩୦ ସମୟରେ ବୌଦ୍ଧ ଅବକାରୀ ଥାନର OIC ଙ୍କ ନେତୃତ୍ୱରେ ଗୋଟିଏ ଟିମ ତେଲିବନ୍ଧ ଗ୍ରାମର ରାସ୍ତାରେ ଚଢ଼ାଉ କରି ଥିଲା l ଏହି ଚଢ଼ାଉ ସମୟରେ ୧୦ଲିଟର ବେଆନ ଦେଶି ପାଉଚ ସହିତ ସମ୍ପୃକ୍ତ ଆସାମୀକୁ ଗିରଫ କରିଥିଲା ଓ଼ ୯୭/୨୦୨୫-୨୬ରେ ମାମଲା ରୁଜୁ କରି ଥିଲା l ପରେ ୩୫(୩) BNSS ନୋଟିସ ଦେଇ ଛାଡି ଦିଆଯାଇଛି
Read More News
T & CPrivacy PolicyContact Us