Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ରେଲୱେ କଲୋନୀ ଦୁର୍ଗାପୂଜା କମିଟି ପକ୍ଷରୁ ନିଆରା ମଣ୍ଡପରେ ପୂଜା ପାଉଛନ୍ତି ମାଁ ଦଶଭୁଜା, ଦିଆଯାଉଛି ପରିବେଶ ସୁରକ୍ଷାର ବାର୍ତା

Jharsuguda, Jharsuguda | Sep 30, 2025
ଝାରସୁଗୁଡା ରେଲୱେ କଲୋନୀ ଦୁର୍ଗାପୂଜା କମିଟି ପକ୍ଷରୁ ନିଆରା ମଣ୍ଡପରେ ପୂଜା ପାଉଛନ୍ତି ମାଁ ଦଶଭୁଜା, ଦିଆଯାଉଛି ପରିବେଶ ସୁରକ୍ଷାର ବାର୍ତା। ତେବେ ଆଜି ସନ୍ଧ୍ୟା ଛଅଟା ସମୟରୁ ଏହାକୁ ଦେଖିବା ପାଇଁ ଭକ୍ତଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି। ରେଲୱେ କଲୋନୀ ଦୁର୍ଗାପୂଜା କମିଟି ପକ୍ଷରୁ ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେଇ ଏକ ପେଡ ମା କେ ନାମ ଥିମରେ ଲୋକଙ୍କୁ ଵୃକ୍ଷରୋପଣ ସହିତ ପରିବେଶ ସୁରକ୍ଷାର ବାର୍ତା ଦିଆଯାଉଛି। କାଠ,କପଡା,ପତ୍ର, ଘାସରେ ତିଆରି ହୋଇଥିବା ଏହି ପେଣ୍ଡାଲ ଦେଖିବାକୁ ଆକର୍ଷଣୀୟ ହୋଇଥିବା ବେଳେ ଜନସାଧାରଣଙ୍କୁ ବେଶ ଆକୃଷ୍ଟ କରୁଛି।
Read More News
T & CPrivacy PolicyContact Us