Download Now Banner

This browser does not support the video element.

ଜୁଜୁମୁରା: ଜୁଜୁମୁରା ଠାରେ ଜିଲ୍ଲା ତୀରନ୍ଦାଜ କାର୍ଯ୍ୟାଳୟ ଉଦଘାଟିତ

Jujomura, Sambalpur | Sep 10, 2025
ସମ୍ବଲପୁର ଜିଲ୍ଲା ଜୁଜୁମୁରା ହାଇସ୍କୁଲ‌ ନିକଟରେ ବୁଧବାର ସକାଳେ ସମ୍ବଲପୁର ଜିଲ୍ଲା ତୀରନ୍ଦାଜ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । କାର୍ଯ୍ୟାଳୟକୁ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।‌ ପ୍ରଥମେ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କୁ ତୀରନ୍ଦାଜ ଖେଳାଳି ମାନେ ସ୍ବାଗତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ସେଠାରୁ ଫିତା କାଟି କାର୍ଯ୍ୟାଳୟର ଉଦଘାଟନ କରିଥିଲେ ।
Read More News
T & CPrivacy PolicyContact Us