Download Now Banner

This browser does not support the video element.

ବୌଦ୍ଧ ସଦର: କରଡ଼ି ଗ୍ରାମ ରାସ୍ତା କଡ଼ରୁ ୧୦ ଲିଟର ବେଆନ ମଦ ଜବତ କରି ସମ୍ପୃକ୍ତ ଆଶାମିକୁ ଗିରଫ କରି ମାମଲା ରୁଜୁ

Baudh Sadar, Boudh (Bauda) | Aug 21, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚସନା ଅନୁସାରେ l ଆଜି ମଧ୍ୟାନ୍ହ ପାଖାପଖି ୧୨ଟା ସମୟରେ ବୌଦ୍ଧ ଥାନା ଅନ୍ତର୍ଗତ କରଡ଼ି ଗ୍ରାମ ରାସ୍ତାରେ ବେଆନ ମଦ କରବାର ନେଇ ବୌଦ୍ଧ ଅବକାରୀ ଥାନା ପକ୍ଷରୁ ଛଡାଉ କରାଯାଇ ଥିଲା l ଏଥିରେ ସମ୍ପୃତ ଆଶାମିକୁ ଗିରଫ କରି ୬୫/୨୦୨୫-୨୬ରେ ମାମଲା ରୁଜୁ କରି l ସମ୍ପୃକ୍ତ ଅସମୀକୁ BNSS ୩୫(୩)ରେ ନୋଟିସ ଦେଇ ଛାଡି ଦିଆଯାଇଛି l ଏନେଇ ବୌଦ୍ଧ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି
Read More News
T & CPrivacy PolicyContact Us