This browser does not support the video element.
କୁଚିଣ୍ଡା: ଜିଲ୍ଲା ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ଜୟକୃଷ୍ଣ ଭୋଜପୁର କଲେଜ୍ ରେ ସମ୍ବର୍ଦ୍ଧିତ
Kochinda, Sambalpur | Sep 1, 2025
ସମ୍ବଲପୁର ଠାରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ୟୋନେକ୍ସ ସନ ରାଇଜ ବଡମିଣ୍ଟନ ଟୁର୍ଣ୍ଣାମେଣ୍ଟେ ରେ ଗୁଦରାପଡ଼ାର ଜୟକୃଷ ଗାର୍ଡିଆ ସିଙ୍ଗଲ, ଡବଲ ଓ ମିକ୍ସ ଡବଲ ରେ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିଅନ ହୋଇଛନ୍ତି। ଏହାକୁ ନେଇ ଭୋଜପୂର୍ ସ୍ଥିତ BRG କଲେଜ୍ ଠାରେ ସୋମବାର ଅପରାହ୍ନ ୪ ଟା ସମୟରେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ସମୟରେ ଡକ୍ଟର ହୃଦାନନ୍ଦ ନାଏକ ଓ କଲେଜ୍ ଅଧ୍ୟକ୍ଷ ପ୍ରତାପ ମହାକୁକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।