This browser does not support the video element.
କୋଟପାଡ: ଗୁମୁଡା ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ସଚେତନତା ଶିବିର ଅନୁଷ୍ଠିତ
Kotpad, Koraput | Jul 21, 2025
ବୋରିଗୁମ୍ମା ଗୁମୁଡା ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ସଚେତନତା ଶିବିର ଅନୁଷ୍ଠିତ ଏହି ଶିବିରରେ ପଞ୍ଚାୟତ ର ବିଭିନ୍ନ ଗ୍ରାମର ଲୋକେ ବିଭିନ୍ନ ସମସ୍ୟା ନେଇ ପହଞ୍ଚି ଥିଲେ ଓ 20 ରୁ ଉର୍ଦ୍ଧ ଅଭିଯୋଗ ଶୁଣାଣି ହୋଇଥିଲା ଯାହାକି ପାନୀୟ ଜଳ. ଆଭାସ ଗୃହ. ରାସ୍ତା. ସୁଭଦ୍ରା ଯୋଜନା କୁ ନେଇ ଆଲୋଚନା କରାଯାଇଥିଲା ଓ ଖୁବ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା l ଏହି ଶିବିରରେ ବୋରିଗୁମ୍ମା ବ୍ଲକ ଗୁମୁଡା ପଞ୍ଚାୟତ ଶିବିରରେ ବୋରିଗୁମ୍ମା ଗୋଷ୍ଠି ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ