This browser does not support the video element.
ପାଲଲହଡା: ପାଲଲହଡ଼ାରେ ଜନ ଅଭିଯୋଗର ମିଳିତ ଶୁଣାଣି
Palalahada, Angul | Sep 22, 2025
ଜିଲ୍ଲାପାଳ, ଅନୁଗୁଳ, ଆରକ୍ଷୀ ଅଧିକ୍ଷକ, ଅନୁଗୋଳ ଏବଂ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ହେଡକ୍ୱାର୍ଟର, ପାଲଲହଡା ଠାରେ ସୋମବାର ସକାଳ ୧୧ ଘଟିକା ସମୟରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ ହୋଇଅଛି। ମୋଟ ୭୮ଟି ଅଭିଯୋଗ ଶୁଣାଯାଇଥିଲା ସେଥିମଧ୍ୟରୁ ୫ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଅଛି । ଏହା ସହିତ ୨ ଜଣ ଅସହାୟ ଅଭାବୀ ତଥା ଦୁଃଖୀ ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ୧୫୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଅଛି ।