This browser does not support the video element.
ସତ୍ୟବାଦୀ: ସତ୍ୟବାଦୀ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
Satyabadi, Puri | Oct 2, 2024
ଆଜି ସକାଳ ୯ଟାରେ ସତ୍ୟବାଦୀ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସକାଳୁ ସମେବେତ ହୋଇ ସାମୂହିକ ଜାତୀୟ ସଙ୍ଗୀତ ଗାନ କରିବା ସହ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଉପରେ ଜୀବନୀ ପାଠ କରିଥିଲେ। ପରେପରେ ବିଦ୍ୟାଳୟ ଶିକ୍ଷକ-ଶିକ୍ଷୟତ୍ରୀ ମାନେ ପିଲାମାନଙ୍କ ସାମଜ ଓ ଦେଶ ଗଠନରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଭୂମିକା ଉପରେ ପିଲାଙ୍କୁ ବୁଝାଇଥିଲେ।