Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗୋଷାଣି ବ୍ଲକର ବିଭିନ୍ନ ସ୍ଥାନରେ 78 ତମ ସ୍ବାଧୀନତା ଦିବସ ପାଳିତ

Paralakhemundi, Gajapati | Aug 15, 2024
ଗଜପତି ଜିଲ୍ଲା ଗୋଷାଣି ବ୍ଲକର ବିଭିନ୍ନ ସ୍ଥାନରେ ଆଜି ସକାଳ ୯ ଘଣ୍ଟ ସମୟରେ ସ୍ବାଧୀନତା ଦିବସ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ବ୍ଲକ ସଦରମହକୁମାର ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଗୋଷାଣି ବିଡିଓ ଅଜୟ କୁମାର ପ୍ରଧାନଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଧିକାରୀ କର୍ମଚାରୀଙ୍କ ସହ ବିଦ୍ୟାଳୟର ଛାତ୍ରୀଛାତ୍ର, ଜନସାଧାରଣ ଉପସ୍ଥିତଥିଲେ । ସେହିପରି ଗାରାବନ୍ଧ ଏସ ଭି ଟି ହାଇସ୍କୁଲରେ ବି ତିରୁମାଲା ପଟ୍ଟନାୟକ , ଗାରାବନ୍ଧ ପୋଲିସ ଥାନା ରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା
Read More News
T & CPrivacy PolicyContact Us